ଭାରତୀୟ ଜନତା ପାର୍ଟିର ବି ଟିମ୍‌ ପାଲଟି ଯାଇଛି କଂଗ୍ରେସ: ବିଜେଡି

ଭୁବନେଶ୍ବର: ମମିତା ମେହେର ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ଆସନ୍ତାକାଲି କଂଗ୍ରେସର ୬ଘଣ୍ଟିଆ ଓଡ଼ିଶା ବନ୍ଦ ଡ଼ାକରା ଦେଇଛି। ସକାଳ ୬ଟାରୁ ଦିନ ୧୨ଟା ଯାଏଁ ବନ୍ଦ ପାଳନ କରିବ କଂଗ୍ରେସ। ତେବେ ଏହାକୁ ନେଇ ବିଜେଡି ସାମ୍ବାଦିକ ସମ୍ମିଳନୀ କରି ଉଭୟ ବିଜେପି ଓ କଂଗ୍ରେସ ଉପରେ ବର୍ଷିଛି। ଭାରତୀୟ ଜନତା ପାର୍ଟି (ବିଜେପି) ସହିତ ହାତ ମିଳାଇ କଂଗ୍ରେସ ଶସ୍ତା ରାଜନୀତି କରୁଛି। … Continue reading ଭାରତୀୟ ଜନତା ପାର୍ଟିର ବି ଟିମ୍‌ ପାଲଟି ଯାଇଛି କଂଗ୍ରେସ: ବିଜେଡି